ପୋଲସରାରେ 24 ଘଣ୍ଟାରେ 130.4 ମିମି ବର୍ଷା

ଗତ 24 ଘଣ୍ଟାରେ ଗଞ୍ଜାମ ଜିଲ୍ଲାର ପୋଲସରାରେ 130.4, ବ୍ରହ୍ମପୁରରେ 63.8, କୁକୁଡାଖଣ୍ଡିରେ 52 ଏବଂ ରଙ୍ଗେଈଲୁଣ୍ଡାରେ 47 ମିଲିମିଟର ବର୍ଷା ରେକର୍ଡ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes