ପୋଖରୀ ହୁଡ଼ାରୁ ନବଜାତ କନ୍ୟା ଉଦ୍ଧାର

ଗଜପତି ଜିଲ୍ଲା ମୋହନା ଚାନ୍ଦିପୁୁଟ ଗାଁ ନିକଟ ପୋଖରୀ ହୁଡ଼ାରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଗାଁ ଲୋକେ।

ଗାଁର କିଛି ମହିଳା ଶିଶୁଟିର କାନ୍ଦଶୁଣି ଅନ୍ୟମାନଙ୍କୁ ଜଣାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes