ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଲା

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ପେଟ୍ରୋଲ ଉପରୁ 8 ଟଙ୍କା ଏବଂ ଡିଜେଲ ଉପରୁ 6 ଟଙ୍କା ହ୍ରାସ କରାଯାଇଛି l ଫଳରେ ପେଟ୍ରୋଲ ଲିଟର ପ୍ରାୟ 9 ଟଙ୍କା 50 ପଇସା ଏବଂ ଡିଜେଲ ଲିଟର 7 ଟଙ୍କା ହ୍ରାସ ପାଇବ l
ନୂଆ ଦର ଆସନ୍ତାକାଲି ସକାଳୁ ଲାଗୁ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes