ପୃଥିବୀର ସୁରକ୍ଷା ପାଇଁ ଆଜି ପାଳନ ହେଉଛି ଆର୍ଥ ଆୱାର

ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସଚେତନତାର ବାର୍ତ୍ତା ଦେଇଛନ୍ତି।

ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଲାଇଟ୍‌ ଫ୍ୟାନ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes