ପୂର୍ବ ଶତ୍ରୁତାରୁ ଆକ୍ରମଣ, ବାପା ମୃତ, ମା-ଝିଅ ଗୁରୁତର

ଆଠଗଡ଼ ତିଗିରିଆ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିରେ ଆଜି ପୂର୍ବ ଶତ୍ରୁତାରୁ ସଂଘର୍ଷ ହୋଇଥିବା ବେଳେ ଏକ ପରିବାରର ବାପାଙ୍କର ମୃତ୍ୟୁ ହୋଇଛି l ମା ଓଃ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes