ପୂର୍ବତନ ସାଂସଦଙ୍କ ପୁଅ ଟ୍ରେନ୍ ଧକ୍କାରେ ମୃତ

ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍‌ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। 

ଆଜି ଭୋର ସମୟରେ ଡୁଙ୍ଗୁରିପାଲି ରାମପୁର ରାସ୍ତା ଡୁଙ୍ଗୁରିପାଲି ରେଲ୍‌ୱେ କ୍ରସିଂରେ ୫୦ ବର୍ଷୀୟ ଅବିନାଶଙ୍କୁ ଟ୍ରେନ୍‌ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

ମର୍ଣ୍ଣିଂ ୱାକ୍‌ରେ ଯାଉଥିଲା ବେଳେ ଲେବଲ୍ କ୍ରସିଂ ପାରି ବେଳେ ଦୁର୍ଘଟଣା ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes