ପୂର୍ବତନ ସରପଞ୍ଚଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡା ପାଳ ପଞ୍ଚାୟତ ଶରଧା ପୁରରେ ହୁଡ଼ିର ଏକ କେନ୍ଦୁ ଗଛରୁ ଗୁରୁବାର ଜଣେ ୪୦ ବର୍ଷୀୟ ବ୍ୟକ୍ତି ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।

ମୃତକ ଜଣକ ହେଉଛନ୍ତି ଚାକୁଣ୍ଡା ପାଳ ଗ୍ରାମ ରସନ୍ତୋଷକୁମାର ନାଏକ। ସେ ୨୦୧୨ ମସିହା ରେ ଚାକୁଣ୍ଡା ପାଳ ର ସରପଞ୍ଚ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes