ପୂର୍ବତନ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁରସ୍ଥିତ ସ୍ଥାନୀୟ ଟାଉନ୍ ହଲ୍ ପରିସରର ବିଜୟ ଶ୍ରୀ ରାଉତ ରାୟ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ବିଜୟ ଶ୍ରୀ ରାଉତ ରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ସଞ୍ଜୀବ ମଲ୍ଲିକ, ସୁକାନ୍ତ ନାୟକ, ବିଷ୍ଣୁ ବ୍ରତ ରାଉତ ରାୟ ଓ ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳଙ୍କ ସହ ଅନେକ ଶିକ୍ଷାବିତ୍, ସମାଜସେବୀ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes