ପୂର୍ବତନ ବିଚାରପତିଙ୍କ ବିୟୋଗରେ ଓକିଲ ସଂଘର ଶୋକ

ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ତାଳଚେର ଓକିଲ ସଂଘ ପକ୍ଷରୁ ମଧୁବାବୁ ସମ୍ମିଳନୀ କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି l

ଏଥିରେସଂଘର ସଭାପତି ସନ୍ତୋଷ କୁମାର ସାହୁ,ତାଳଚେର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରବିନ୍ଦ୍ର କୁମାର ଦାସ,ସବ୍‌ଜଜ୍ ବବିତା ଦାସ,ଅତିରିକ୍ତ ସବ୍‌ଜଜ୍ ସଂଧ୍ୟା ରଥ,ଏସ୍‌.ଡି.ଜେ.ଏମ୍‌. ଲୋକନାଥ ମିଶ୍ର, ଜେ.ଏମ୍‌.ଏଫ୍‌.ସି. ଅସିତ୍ କୁମାର ସାହୁ ଓ ଓକିଲ ସଂଘର ସଦସ୍ୟମାନେ ଯୋଗ ଦେଇ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes