ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳର ବରିଷ୍ଠ ସାରସ୍ୱତ ସାଧକ କବି ଆର୍ତ୍ତତ୍ରାଣ ସାହୁଙ୍କ ରଚିତ ଦୁଇଟି ପୁସ୍ତକ ଆଜି ଲୋକାର୍ପଣ ହୋଇଯାଇଅଛି।
ଏକ ଭବ୍ୟ ପରିବେଶ ମଧ୍ଯରେ ପୁରୀ ସଂସ୍କୃତି ଭବନ ଠାରେ ଅବିଭକ୍ତ ପୁରୀ ଜିଲ୍ଲାର ବିଶିଷ୍ଟ ସାହିତ୍ବିକମାନଙ୍କ ଦ୍ବାରା ଶିବ ସ୍ବରୁପ ଓ ସଂଙ୍କଟ ମୋଚନ ଦୁଇଟି ପୁସ୍ତକ ଲୋକାର୍ପଣ ହୋଇଛି।