ପୁଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ଘଟଣାରେ ମୃତକକୁ ନେଇ ଦ୍ୱନ୍ଦ୍ୱ (ଅପଡେଟ)

ଭୁବନେଶ୍ବର ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

ମୃତ ବ୍ୟକ୍ତି ଜଣକ ପ୍ରଦୀପ ସାହୁ ହୋଇଥିବା ପୁଲିସ କହିଥିବା ବେଳେ ପରିବାର ଲୋକେ ଦେବେନ୍ଦ୍ର ଚୌଧୁରୀ ପରିଚୟ ଦେଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes