ପୁଲିସ ଖୋଜୁଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ ଜିଲ୍ଲା ପାଇକମାଳା ଥାନା ନିଳାଥର ଗାଁରେ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଯୁବକକୁ ପୁଲିସ ଖୋଜୁଥିଲା। କାଲି ପାଇକମାଳା ଜର୍ଜଗଡ଼ ଗାଁରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes