ପୁଲିସ‌ ଏସ୍ଆଇ ସଚ୍ଚିଦାନନ୍ଦ କିଷାନଙ୍କୁ ୫ ବର୍ଷ ଜେଲ୍

୨୦୧୮ ମସିହାରେ ବାରିପଦା ଟାଉନ ଥାନାରେ ଏସ୍ଆଇ ଥିଲା ବେଳେ ଏକ ଯୌତୁକ ମାମଲାରେ ୫ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସଚ୍ଚିଦାନନ୍ଦ କିଷାନ।

ଆଜି ଏହାର ଶୁଣାଣି କରି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes