ପୁଲିସ ଉପରକୁ ଲୁଟେରାଙ୍କ ଗୁଳିମାଡ଼, 3 ଗିରଫ

ନୟାଗଡ ଜିଲ୍ଲା ଶରଣକୁଳ ଥାନାଞ୍ଚଳରେ ତିନି ଜଣ ଲୁଟେରାଙ୍କୁ ଗିରଫ କରିବାକୁ ଯିବା ବେଳେ ସେମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିବା ଆଜି ପୁଲିସ କହିଛି l

ଗୁଳିମାଡ଼ରେ ପୁଲିସର କିଛି କ୍ଷତି ହୋଇ ନ ଥିବା ବେଳେ ଲୁଟେରାଙ୍କୁ ଗିରଫ କରାଯାଇ ପାଞ୍ଚଟି ବାଇକ, 5 ଟି ମୋବାଇଲ ଫୋନ ଓ ଗୋଟିଏ ପିସ୍ତଲ ଜବତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes