ପୁଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ ମାଓବାଦୀ

ପୁଲିସ ଇନ୍‌ଫର୍ମର ସନ୍ଦେହରେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀଗାଁର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ।

ଘରୁ ଡାକି ନେଇ ମାତ୍ର ୨ ଶହ ମିଟର ଦୂରରେ ଗୁଳି କରିଛନ୍ତି। ହତ୍ୟା କରିବା ପରେ ପୋଷ୍ଟରରେ କାରଣ ଲେଖିଛନ୍ତି। ଛତିଶଗଡ଼ ଗରିଆବନ୍ଧ ଏବଂ ନବରଙ୍ଗପୁର ଏସପିଙ୍କୁ ଦାୟୀ କରିଛନ୍ତି। ଦୁଇ ଏସପିଙ୍କୁ ଯୁବକ ଜଣକ ମାଓବାଦୀଙ୍କ ସୂଚନା ଦେଉଥିବା ଉଲ୍ଲେଖ କରି ଉଦନ୍ତି ଏରିଆ କମିଟି ଗୁଳି କରିଥିବା ପୋଷ୍ଟରରେ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes