ପୁରୁଣା ପେନସନ ଦାବି ନିମନ୍ତେ ବୈଠକ ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ଆଜି ସମସ୍ତ ବର୍ଗର ତଥା ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ଵ ଓ ବିଭିନ୍ନ କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ନୂତନ ପେନସନ ବ୍ୟବସ୍ଥାକୁ ହଟେଇ ତୁରନ୍ତ ପୁରୁଣା ପେନସନ ଲାଗୁ କରିବା ପାଇଁ ବୈଠକରେ ଦାବି ହୋଇଥିଲା । ହରେକୃଷ୍ଣ ବାରିକ ସଭାପତିତ୍ୱ କରିଥିବା ବେଳେ କପ୍ତିପଦା ତହସିଲଦାର ସୋମର୍ଜିତ କର ଶିକ୍ଷା ମଙ୍ଗଳ ଅଧିକାରୀ ବିଶ୍ଵଜିତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes