ପୁରୁଣା ଛାତ ଫଲସ ଖସି ମା’ ପୁଅ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରାଯାଇଛି।

ଗୁରୁତର ମାଆ- ପୁଅ ଟାଙ୍ଗୀ ଥାନା ଝାନସିପାଟଣା ଗାଁର ଛବି ପାଇକରାୟ ଓ ପୁଅ ସୋମନାଥ ପାଇକରାୟ। ଗତକାଲି ରାତିରେ ଏହି ଘଟଣା ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes