ପୁରୀ ଷ୍ଟେସନରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

ପୁରୀ-ଗୁଣପୁର ଟ୍ରେନ ଯାତ୍ରୀ ଓହ୍ଲାଇ ପଛକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

ଟ୍ରେନର ସବା ପଛରେ ଥିବା ବଗିଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନରେ କେହି ଯାତ୍ରୀ ନଥିବାରୁ ବଡ଼ ଧରଣର ଅଘଟଣ ଟଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes