ପୁରୀ ରେଳ ଷ୍ଟେସନ ନିକଟରେ ଲାଗିଛି ନିଆଁ

ଆଶ୍ରମ ଛକ ରେଳ ଧାରଣା କଡ଼ ଅଳିଆ ଗଦାରେ ନିଆଁ ଲାଗିଛି।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes