ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ଜମି ଦେଖିଲେ ମମତା

ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜମି ଦେଖି ପସନ୍ଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ମମତାଙ୍କୁ ଆଜି ଜମି ଦେଖାଇଥିଲେ ମୁଖ୍ୟ ସଚିବ ପ୍ରଦୀପ ଜେନା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes