ପୁରପଲ୍ଲୀରେ ପାଳିତ ହେଲା ସାବିତ୍ରୀ ଅମାବାସ୍ୟା ବ୍ରତ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ପୁରପଲ୍ଲୀରେ ପବିତ୍ର ସାବିତ୍ରୀ ଅମାବାସ୍ୟା ବ୍ରତ ପାଳିତ ହୋଇଯାଇଛି ।

ମହିଳାମାନେ ନିଷ୍ଠାରେ ରହି ଏହି ବ୍ରତ ପାଳନ କରିବା ସହ ସେମାନଙ୍କ ସ୍ବାମୀମାନଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes