ପୁନମ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଲାଙ୍ଗୀରକୁ ହରାଇ ସୋନପୁର ଚମ୍ପିୟାନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଦୁଇ ଦିନ ଧରି ଚାଲିଥିବା ପୁନମ ବାଦୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଛି । ଅନୁଷ୍ଠିତ ଚୁଡାନ୍ତ ମ୍ୟାଚରେ ସୋନପୁର ଦଳ ବଲାଙ୍ଗୀରକୁ ୧-୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes