କଳାହାଣ୍ଡି ଜିଲ୍ଲା ଗୁନଗୁନିଆ ରେଙ୍ଗାଲପାଲି ଗାଁ ନିକଟରେ ୩୦ ଫୁଟର ଘାଇ ହୋଇଛି।
ବହୁ ଚାଷ ଜମି ଜଳମଗ୍ନ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ବାଲି ବସ୍ତା ଦେଇ ପାଣି ବନ୍ଦ କରାଯାଇଛି। ସନ୍ଧ୍ୟା ସୁଦ୍ଧା ମରାମତି କାମ ଶେଷ ହେବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।
Credible Local News of Odisha