ପୁଣି ବ୍ରହ୍ମପୁର ଏମକେସିଜି ଛାତରୁ ଖସିଲା ସିଲିଂ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଷ୍ଟ ବ୍ଲକର ତୃତୀୟ ମହଲାରେ ସିଲିଂ ଖସିଛି।

ଏଥିରେ କେହି ରୋଗୀ ଓ ସଂପର୍କୀୟ ଆହତ ହୋଇ ନଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଗତକାଲି ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରୁ ସିଲିଂ ଖସିଥିଲା

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes