ପୁଣି ଜେଲ ଯିବେ ବିଧାୟକ ପ୍ରଶାନ୍ତ ଜଗଦେବ

ଲୋକଙ୍କ ଉପରେ ଗାଡି ମଡାଇବାକୁ ଉଦ୍ୟମ କରିବା ମାମଲାରେ ପୁଣି ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ l

ପୂର୍ବରୁ ସେ ଏହି ମାମଲାରେ ଜେଲ ଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା l ଏବେ ପୁଣି ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ ଯିବାକୁ ପଡିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes