ପୁଣି ଜଣେ ବୃଦ୍ଧଙ୍କୁ କ୍ଵାକ ଦେଲେ ଗାଈ ଇଞ୍ଜେକ୍ସନ

ମୟୁରଭଞ୍ଜ ଜିଲ୍ଳାର ମହୁଲଡିହା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଅଣ୍ଟା ବିନ୍ଧା ହେବାରୁ ଜଣେ କ୍ଵାକ ତାଙ୍କୁ ଦୁଇଟି ଗାଈ ଇଞ୍ଜେକ୍ସନ ଦେଇଥିବା ଗତକାଲି ଥାନାରେ ଅଭିଯୋଗ ହୋଇଥିଲା l

ଆଜି ପୁଣି ଠାକୁରମୁଣ୍ଡା ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ଜଣେ କ୍ଵାକ ଗାଈ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି l ବୃଦ୍ଧ ଜଣଙ୍କ ଅସୁସ୍ଥ ହୋଇପଡିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes