ପୁଣି କ୍ୟାବିନେଟ ମନ୍ତ୍ରୀ ହେଲେ ପ୍ରମିଳା ମଲ୍ଲିକ

ପୂର୍ବତନ ମନ୍ତ୍ରୀ ତଥା ବିଂଝାରପୁରରୁ ଛଅ ଥର ବିଧାୟିକା ନିର୍ବାଚିତ ହୋଇଥିବା ପ୍ରମିଳା ମଲ୍ଲିକ ପୁନର୍ବାର ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes