ପୁଞ୍ଜିକୃତ ଶ୍ରମିକଙ୍କ ଅହୋରାତ୍ର ଗଣଧାରଣା

ବୌଦ୍ଧ ସଦରସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ପୁଞ୍ଜିକୃତ ଶ୍ରମିକଙ୍କ ଅହୋରାତ୍ର ଗଣଧାରଣା ଆରମ୍ଭ ହୋଇଯାଇଛି।

ଆଜି ଏହି ଗଣଧାରଣାରେ କଣ୍ଟାମାଳ, ହରଭଙ୍ଗା, ଅଞ୍ଚଳର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଶ୍ରମିକ ଯୋଗଦେଇ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes