ପୁଇଁତଲା ଗ୍ରାମରେ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ପୁଣ୍ୟାତିଥି ପାଳିତ

ଆଜି ବଲାଙ୍ଗୀର ପୁଇଁତଲା ଗ୍ରାମରେ ଜନସଂଘର ପ୍ରତିଷ୍ଠାତା, ଭାରତର ଆଖଣ୍ଡତା ଓ ଏକତା ପାଇଁ ନିଜ ଜୀବନକୁ ବଳି ଦେଇଥିବା ପ୍ରଖର ରାଷ୍ଟ୍ରବାଦୀ ପୁରୁଷ ଡ଼. ଶ୍ୟାମା ପ୍ରସାଦ ମୁଖର୍ଜିଙ୍କ ପୁଣ୍ୟାତିଥି ପାଳିତ ହୋଇଯାଇଛି।

ସୁଷମା ବେହେରାଙ୍କର ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes