ପୁଅ ସହିତ ମେଟ୍ରିକ ପରୀକ୍ଷା ଦେଲେ ମା

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜୟନ୍ତଗିରି ପଞ୍ଚାୟତର ପୁଜାରୀପୁଟ ଗାଁର ମା ଜୋସ୍ନାରାଣୀ ପାଢ଼ୀ ଓ ପୁଅ ଆଲୋକ ନାଥ ପାତ୍ର ଏକା ସାଙ୍ଗରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।

ମା ଜୟପୁର ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ବେଳେ ପୁଅ ପୂଜାରୀପୁଟ ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି ।ଏନେଇ ଜୋସ୍ନା କହିଛନ୍ତି ଯେ ପାଠପଢିବା ପାଇଁ ବୟସ ଆବଶ୍ୟକତା ନାହିଁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes