ନୟାକୋଟ ଥାନା ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମରେ ବୈତରଣୀ ନଦୀ ରେ ପୁଅ ଆଗରେ ଭାସି ବାପା ନିଖୋଜ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପୁଅ ସହିତ ବାଇକ୍ ରେ ଘରକୁ ଫେରୁଥିଲା ବେଳେ ଉକ୍ତ ସ୍ଥାନରେ ପୋଲ ନ ଥିବାରୁ କଲଭଟ ଦେଇ ବାପା ବାଇକ୍ ରୁ ଓହ୍ଲାଇ ନଦୀ ପାର ହେଉଥିବା ବେଳେ ଗୋଡ ଖସି ଯାଇଥିଲା ବୋଲି ସୂଚନା ମିଳିଛି।