ପି.ପି.ପି ମୋଡରେ ସ୍ୱାସ୍ଥ୍ଯକେନ୍ଦ୍ର ପରିଚାଳନା ନିମିତ୍ତ ଟେଣ୍ତର

ସମ୍ବଲପୁର ଜିଲ୍ଲା ସି.ଡି.ଏମ.ଓ କାର୍ଯ୍ଯାଳୟ ତରଫରୁ ସହର ସ୍ୱାସ୍ଥ୍ଯ ଓ ଆରୋଗ୍ଯ କେନ୍ଦ୍ର ଗୁଡିକ ପି.ପି.ପି ମୋଡରେ ପରିଚାଳନା କରିବା ନିମିତ୍ତ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୧୨ ଭିତରେ ବିଡ ଦାଖଲ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes