ପିସିସି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ବାରିପଦା ଗସ୍ତରେ ଆସିଥିବା ବେଳେ ସ୍ୱସ୍ତିକ ହୋଟେଲ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି।

ଜିଲ୍ଲାର ପର୍ଯ୍ୟଟନ, ବେକାରୀ ସମସ୍ୟା, ଭିତ୍ତିଭୂମି ବିକାଶ ରାଜ୍ୟ ସରକାରଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି। ଏଥି ସହିତ ଅଗ୍ନିପଥ ଯୋଜନାରେ ପ୍ରତ୍ୟାହାର ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ୨୦୨୪ରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିଲେ ପ୍ରତି ପରିବାରକୁ ୨୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ଼ ନେଇ ପିସିସି ସଭାପତି ପ୍ରେସ ମିଟରେ ଘୋଷଣା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes