ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଓ ନଗର କଂଗ୍ରେସ କର୍ମକର୍ତ୍ତା ମାନେ ଆଜି ଭୁବନେଶ୍ୱର ଯାଇ ନବ ନିର୍ବାଚିତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବିନିକା ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତାଙ୍କ ନେତୃତ୍ୱରେ ବ୍ଲକ ଓ ନଗର କଂଗ୍ରେସର କର୍ମକର୍ତ୍ତା ମାନେ ଯାଇ ତୃଣମୂଳ ସ୍ଥରରେ କଂଗ୍ରେସକୁ କିପରି ମଜଭୁତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes