ପିଜି ପାଇଁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା

ସେପ୍ଟେମ୍ବର ୧ରୁ ୭ ଓ ୯ରୁ ୧୧ ଯାଏଁ ପରୀକ୍ଷା ହେବ।

ଖୁବଶୀଘ୍ର ଆଡମିଟ୍ କାର୍ଡ ଜାରି କରାଯିବ ବୋଲି କହିଛନ୍ତି ୟୁଜିସି ଅଧ୍ୟକ୍ଷ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes