ପିଉସୀକୁ ହତ୍ୟା ମାମଲାରେ ପୁତୁରାକୁ ୧୦ବର୍ଷ କାରାଦଣ୍ଡ

ମୟୁରଭଞ୍ଜ ଜିଲ୍ଲା ବୈସିଂଘା ଅଞ୍ଚଳର ବିଦୁକୁଡ଼ିଆ ଗ୍ରାମର ୨୦୧୬ମସିହାରେ ପିଉସୀକୁ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପୁତୁରା ଗୁହିନୀ ସିଂକୁ ୧୦ବର୍ଷର କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା ସ୍ଥିତ ଜିଲ୍ଲା ଓ ଦୌରା ଜର୍ଜ ପ୍ରଦୀପ କୁମାର ପଟ୍ଟନାୟକ।

୧୦ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କାର ଜରିମାନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes