ପାରିବାରିକ କଳହ ଯୋଗୁ ବୟସ୍କଙ୍କ ଆତ୍ମହତ୍ୟା

ବୌଦ୍ଧ ଜିଲ୍ଲା ସରସରା ଗ୍ରାମର କେନାଲ ହୁଡାରେ ଥିବା ବାମୁର ଗଛରେ ବେକରେ ରସିଦେଇ ଗଜେନ୍ଦ୍ର ବେହେରା ଆତ୍ମହତ୍ୟା କରିଛନ୍ତି।

ତାଙ୍କ ବୟସ ପାଖାପାଖି ୬୧ ବର୍ଷ ହେବ। ପାରିବାରିକ କଳହ ଯୋଗୁ ଏପରି ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଆଦର୍ଶ ଥାନା ପୁଲିସ ଆସି ଶବକୁ ଜବତ କରି ଏହାର ତଦନ୍ତ ଜାରି ରଖିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes