ପାରିବାରିକ କଳହରୁ ପରସ୍ପରକୁ ଆକ୍ରମଣ କରି ସ୍ବାମୀ-ସ୍ତ୍ରୀ ଆହତ

ଭୁବନେଶ୍ୱର ରସୁଲଗଡ଼ ଶବରସାହିରେ ସ୍ବାମୀ-ସ୍ତ୍ରୀ ପରସ୍ପରକୁ ବ୍ଲେଡ୍‌ରେ ଆକ୍ରମଣ କରିଛନ୍ତି।

ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିର ପ୍ରବେଶକୁ ନେଇ ପରସ୍ପରକୁ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଥାନାରେ ଅଟକ ରଖି ମଞ୍ଚେଶ୍ୱର ପୁଲିସ ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes