ପାନୀୟ ଜଳ ସମସ୍ୟା ପାଇଁ ଜନ ପ୍ରତିନିଧିଙ୍କ ସହ ଆଲୋଚନା

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଥିବାରୁ ସମସ୍ତ ଜନ ପ୍ରତିନିଧି ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉଦଳା ବିଡ଼ିଓ ଦେବଜାନୀ ଭୁଁୟା।

ଉପାନ୍ତ ଅଞ୍ଚଳରେ କିପରି ଲୋକମାନେ ପାନୀୟ ଜଳ ସୁବିଧା ପାଇ ପାରିବେ ସେଥି ପାଇଁ ଆଗକୁ ଚେଷ୍ଟା ଜାରି ରଖିବେ ବୋଲି ବିଡ଼ିଓ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes