ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଚିତ୍ତଲପୁର ଗ୍ରାମରେ ଦୁଇଟି ନଳକୂପ ଥାଇ ମଧ୍ୟ ପାଣି ବାହାରୁ ନଥିବାରୁ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବାରମ୍ବାର ବାରମ୍ବାର ପ୍ରଶାସନକୁ ଅଭିଯୋଗ କରି ମଧ୍ୟ ବିଫଳ ହେବାରୁ ଆଜି ଗ୍ରାମବାସୀମାନେ ଗରା ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି।