ପାତାଳୀ କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ କ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମହାପ୍ରଭୁ ରଥାରୂଢ ହୋଇ ସାରିଛନ୍ତି । ଗାଁର ଗୈନ୍ତିଆ ଚମରା ଅମାତ୍ ଛେରାପହଁରା ନୀତି କରିଥିଲେ ।ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes