ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଗ୍ରୁପର ଭଜନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ଚମ୍ପାମାଳର ପଞ୍ଚଦୋଳ ମହୋତ୍ସବର ଦ୍ଵିତୀୟ ଦିବସ ସନ୍ଧ୍ୟାରେ ଶନିବାର ବୀରମହରାଜପୁରର ‘ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା’ ଗ୍ରୁପର ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଠ ଶିଳ୍ପୀ ଅମ୍ବ୍ରିତା ପଣ୍ଡା, ସୃଷ୍ଟିକା ବାରିକ, ଇପ୍ସିତା ପାଢ଼ୀ, ସୁଦର୍ଶନ ବିଶ୍ୱାଳ, ଆଶିଷ ବାରିକ, ମହେଶ ଶତପଥି, ଜ୍ୟୋତି ଥନାପତି ପ୍ରମୁଖ ଭଜନ ପରିବେଷଣ କରିଥିଲେ । କାର୍ତ୍ତିକ ଭୋକ୍ତା, ରଘୁନାଥ ଭୋଇ, ରାଜେଶ ଶତପଥି, ପୃଥ୍ବୀରାଜ ଜଗଦଲା, ଅନ୍ତର୍ଯ୍ୟାମୀ ପଧାନ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes