ପାଣ୍ଡରା ନିକଟରେ ବ୍ୟାରେଜ ପାଇଁ ୧୨୮ କୋଟି ମଞ୍ଜୁର

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଠାରେ ପ୍ରସ୍ତାବିତ ବ୍ୟାରେଜ ପାଇଁ 128 କୋଟି ଟଙ୍କା ମଞ୍ଜୁର କରାଯାଇଛି l

ଏହି ବ୍ୟାରେଜରୁ ଭୁବନେଶ୍ୱରକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes