ପାଣି ସମସ୍ୟା ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରୀ

ଆଜି ସମ୍ବଲପୁର ବାଲାଜି କଲୋନୀ ବାସିନ୍ଦା ୩ ବର୍ଷ ହେବ ନିଜ ଅଞ୍ଚଳରେ ଲାଗି ରହିଥିବା ପିଇବା ପାଣି ସମସ୍ୟା ସମାଧାନ ପାଇଁ ଆଜି ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଛନ୍ତି ।

ଏଥିସହ ପାଣି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes