ପାଣି ପିଇବାକୁ ଯାଇ ପୋଖରୀରୁ ବାହାରିପାରୁନି ଦନ୍ତା ହାତୀ

ସମ୍ବଲପୁର ଜିଲ୍ଲା ବଡ଼ସାହି ଫରେଷ୍ଟ ରେଞ୍ଜ ସାପଲହରା ଗାଁରେ ଏହି ଘଟଣା ଘଟିଛି।

ହାତୀରସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିବାରୁ ଡାକ୍ତରୀ ଟିମ ପଠାଇ ତୁରନ୍ତ ଚିକିତ୍ସା କରାଯିବ ବୋଲି ଡିଏଫ୍ଓ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes