ପାଣି ନିଷ୍କାସନ ପାଇଁ ହାତ ବଢ଼ାଇଲେ ପୋଡା ଅସ୍ତିଆ ବାସୀ

ବର୍ଷା ହେବାରୁ ବୁଢ଼ାବଳଙ୍ଗ ପୋଲ ଉପରେ ପାଣି ଜମାହେଉଥିବା ବେଳେ ପିଡବୁଲୁଡି ବାରିପଦା ପାଣି ନିଷ୍କାସନର ବ୍ୟବସ୍ଥା ନକରିବାରୁ ପୋଲ ଉପରେ ଜାତୟତରେ ଅସୁବିଧା ହେବାରୁ, ପୋଡା ଅସ୍ତିଆ ର ପାର୍ଥ ସାରଥୀ ଦାସ, ସତ୍ୟଜିତ ପରଦାର, ଚନ୍ଦ୍ର ଶେଖର ଖଣ୍ଡ, ବିଶ୍ବମ୍ବର ସିଂ, ଶ୍ରୀକାନ୍ତ ବେନ ଓ କାଳି ବାବୁ କିଛି ଲୋକ ସ୍ବଇଛାରେ ଆଜି ପାଣି ନିଷ୍କାସନ ପାଇଁ ପଦକ୍ଷେପ ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes