ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ତେଣ୍ଟେଇ ପଞ୍ଚାୟତ ପାଢିସାହିରେ ରତିକାନ୍ତ ପାଢୀଙ୍କ ନବମ ଶ୍ରେଣୀରେ ପଢୁଥିବା ପୁଅ ସୁଧାଂଶୁ ଆଜି ପୂର୍ବାହ୍ନରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛି।
ସୋର ପୁଲିସ ଖବରପାଇ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଯାଇଛି।
Credible Local News of Odisha