ପାଟଣା ମହାବିଦ୍ୟାଳୟରେ ଏନ ସି ସି ଦିବସ ପାଳିତ

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟରେ ରବିବାର ୭୪ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହୀନି ଦିବସ ପାଳିତ ହୋଇଛି। ଆୟୋଜିତ ସଭା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଜୟନ୍ତ କୁମାର ଦ୍ବିବେଦୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି।

ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଇଂ ବିଦ୍ୟାଧର ଦାଶ, ସାମ୍ମାନୀତ ଅତିଥି ଭାବେ ଲ୍ୟୁଟିଲାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ, ଥାନା ଏଏସ୍ ଆଇ ଏନ ଲୁଗୁନ,ଅଧ୍ୟାପକ ଜଗନ୍ନାଥ ମହାନ୍ତ,ସୁସ୍ମିତା ଶୋଭାଲିନ ମହାପାତ୍ର,ବଜେନ୍ଦ୍ର କୁମାର ପତି ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟ ଏନ ସି ସି କ୍ୟାଡେଡ଼ ମାନଙ୍କ ଜାତୀୟ ସ୍ତର ସ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes