କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଦୌଡ଼ କୁଡ଼ ପ୍ରତିଯୋଗିତା ସୋମବାର ଠାରୁ ମୁଖ୍ୟାଳୟ ଷ୍ଟାଡିୟମ ରେ ଆରମ୍ଭ ହୋଇଛି।ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କ୍ରୀଡା ବିତ ପ୍ରମୋଦ କୁମାର ଭଞ୍ଜ ଯୋଗ ଦେଇ ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତା ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବି ଇ ଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ଏ ବିଓ ସଚିଦା ନନ୍ଦ ସେଠୀ, ପ୍ରକାଶ ରାୟ, ଗୌରାଙ୍ଗ ଚରଣ ଖିଲାର, ଡ଼. ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ଦୁର୍ଗାବତୀ ମହାନ୍ତ, ରଞ୍ଜନ କୁମାର ମହାନ୍ତ ଓ ସୁଶାନ୍ତ କୁମାର ମହାନ୍ତ ପ୍ରମୁଖ ରେଫରୀ ଭାବେ