ପାଟଣା ପ୍ରେସ କ୍ଳବ ସଭାପତି କିଶୋର ଚନ୍ଦ୍ର ଙ୍କୁ ସମ୍ବର୍ଦ୍ଧିତ କଲା ଓଡିଶା କୁଡୁମୀ ସେନା

କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରେସ କ୍ଳବ ର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ମହାନ୍ତ ମନୋନୀତ ହୋଇଥିବାରୁ ସୋମ ବାର କୁଡୁମୀ ସେନା ପକ୍ଷରୁ ତାଙ୍କୁ ପୁଷ୍ପ ଗୁଛ ଓ ଅଙ୍ଗବାସ୍ତ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟକୁଡୁମି ସେନାପକ୍ଷରୁ ଉପସଭାପତି ମିତ୍ର ଭାନୁ ମହାନ୍ତ, ତ୍ରିନାଥ ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ , ବୀର ବର ମହାନ୍ତ ,କୁଡୁମୀ ସେନା ବ୍ଲକ ସଭାପତି ଧରିତ୍ରୀ ମହାନ୍ତ ଓ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ପ୍ରମୁଖ ଭେଟି ସମର୍ଦ୍ଧିତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes